ଆଖି ରୁ ସବୁ ଲୁହ ପୋଛି ଦିଅ । କାରଣ ଆଜି ରାତି ଠାରୁ ଆପଣଙ୍କର ସବୁ କଷ୍ଟ ଦୂର କରିବେ ପ୍ରଭୁ ହନୁମାନ । ହଁ ବନ୍ଧୁଗଣ ଆଜି ରାତି ଠାରୁ ଗ୍ରହ ମାନଙ୍କର ରାଜା ସୂର୍ଯ୍ୟଦେବ ନିଜର ରାଶି ପରିବର୍ତ୍ତନ କରିବେ । ସୂର୍ଯ୍ୟଦେବ କନ୍ୟା ରାଶିରୁ ବୃଷ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ଯେଉଁ ଠାରେ ପ୍ରଥମରୁ ଶନିଦେବ ବିରାଜମାନ ରହିଛନ୍ତି । ଏହି ପରିବର୍ତ୍ତନ କାରଣରୁ କିଛି ରାଶିଙ୍କ ପାଇଁ ଏହି ସମୟ ବିଶେଷ ଶୁଭ ହେବାକୁ ଯାଉଛି । ଏହାର ଲାଭ ଯଦି ଉଠାଇବାକୁ ଚାହୁଁଛନ୍ତି ତେବେ ଉଠି ପାରିଉବେ । ତେବେ ଆସନ୍ତୁ ଜାଣିବା ସେହି ରାଶିଙ୍କ ବିଷୟରେ ବିସ୍ତାର ଭାବେ ।
ମେଷ ରାଶି : ଆପଣଙ୍କର ଭାଗ୍ୟ ଏବେ ଚମକିବାକୁ ଯାଉଛି । ଏହି ରାଶିର ଭାଗ୍ୟରେ ଅନେକ ଖୁସି ଆସିପାରେ । ଏହି ରାଶିର ଲୋକେ ଏବେ ସଫଳ ଜୀବନ ବିତାଇବେ । ଏମାନଙ୍କର ଧନ ଦୌଲତରେ ବୃଦ୍ଧି ହେବ । ଜୀବନରୁ ଖରାପ ସମୟ ସମାପ୍ତ ହୋଇସାରିଛି ।
ମିଥୁନ ରାଶି : ବହୁତ ଦିନ ପରେ ମିଥୁନ ରାଶିର ଲୋକଙ୍କ ଜୀବନରୁ ଏବେ ଖରାପ ସମୟ ସମାପ୍ତ ହୋଇଯାଉଛି । ଯାହାର ଫଳରେ ଏମାନଙ୍କୁ ବଡ ସଫଳତା ପ୍ରାପ୍ତ ହେବ । ଏମାନଙ୍କର ଭାଗ୍ୟ ଅଚାନକ ଭାବେ ଚମକିବ । ପାଠ ପଢୁଥିବା ପିଲାଙ୍କର ଫଳାଫଳ ବହୁତ ଭଲ ଏବେ ଆସିବାକୁ ଯାଉଛି । ପରିଶ୍ରମର ପରିଣାମ ପାଇବେ ।
ସିଂହ ରାଶି : ଜାଣି ରଖନ୍ତୁ ଯେ ସମୟରେ ହେବାକୁ ଥିବା ପରିବର୍ତ୍ତନ ଆପଣଙ୍କ ପାଇଁ ଅନେକ ଖୁସି ନେଇ ଆସିବ । ଆପଣଙ୍କ ଦ୍ଵାରା କରାଯାଇଥିବା ଆର୍ଥିକ ଯୋଜନା ଏବେ ସଫଳ ହେବ । ବ୍ୟାପାରରେ ଶୁଭ ପରିଣାମ ମିଇବ । ଆପଣ ସବୁ କାର୍ଯ୍ୟ ଯୋଜନା ଭାବେ ପୂରଣ କରିବେ । ଯାହା ଆପଣଙ୍କ ପାଇଁ ଲାଭଦାୟକ ସିଦ୍ଧ ହେବ ।
ଧନୁ ରାଶି : ଆପଣଙ୍କୁ ପରିବାରର ସହଯୋଗ ମିଳିବ । ଘରକୁ ଅତିଥି ମାନଙ୍କର ଆଗମନ ହେବ । ଛାତ୍ର ଛାତ୍ରୀ ମାନଙ୍କର ବିଦ୍ୟା ପ୍ରତି ଧ୍ୟାନ ବଢିବ । ଦାମ୍ପତ୍ୟ ଜୀବନ ଅନୁକୂଳ ରହିବ । ଧନ କମାଇବାର ନୂଆ ଅବସର ପ୍ରାପ୍ତ ହେବ । ପୁରୁଣା ଉଧାର ଦେଇଥିବା ଟଙ୍କା ଫେରି ଆସିବ ।
ତୁଳା ରାଶି : ଆପଣଙ୍କୁ ଜୀବନରେ ସଫଳତା ହାସଲ କରିବା ଠାରୁ କେହି ବି ଅଟକାଇ ପାରିବେ ନାହିନ । କାରଣ ଆପଣଙ୍କ ଉପରେ ପ୍ରଭୁ ହନୁମାନଙ୍କ କୃପା ଦ୍ରୁଷ୍ଟି ଅଧିକ ରହିବ । ଲଗାତାର କରାଯାଇଥିବା ଚେଷ୍ଟା ଆପଣଙ୍କ ପାଇଁ ଭାଗ୍ୟ ବଦଳାଇବା ଭଳି ସାବ୍ୟସ୍ତ ହେବ । ତରବର ହୋଇ ନିସ୍ପତି ନିଅନ୍ତୁ ନାହିଁ